VideoLAN association
ଏକ ପ୍ରକଳ୍ପ ଓ ଲାଭ ମୁକ୍ତ ସଂସ୍ଥା, ଯାହାକି ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ବିକଶିତ ଓ ପ୍ରୋତ୍ସାହିତ ହେଉଥିବା, ନିଃଶୁଳ୍କ, ମୁକ୍ତ ସ୍ରୋତ ମଲ୍ଟିମିଡିଆ ସମାଧାନ ଅଟେ|
Facebook
Twitter
Large Orange VLC media player Traffic Cone Logo

VLC media player

VLC ଏକ ନିଃଶୁଳ୍କ ଓ ମୁକ୍ତ ସ୍ରୋତ, କ୍ରସ୍‌- ପ୍ଲାଟଫର୍ମ ମିଡିଆ ପ୍ଲେୟାର ଏବଂ ରୂପରେଖା ଅଟେ ଯେଉଁଥିରେ କି ମଲ୍ଟିମିଡିଆ ଫାଇଲଗୁଡିକ ସହ ଡିଭିଡି, ଅଡିଓ ସିଡି, ଭିସିଡି ଏବଂ ବିଭିନ୍ନ ପ୍ରକାର ଷ୍ଟ୍ରିମିଂ ପ୍ରୋଟୋକଲଗୁଡିକ ଚାଲିପାରେ|
ବୈଶିଷ୍ଟ୍ୟସମୂହ ସ୍କ୍ରିନସଟ୍ ଗୁଡିକ ସ୍କିନ୍ ଗୁଡିକ Download VLC icon VLC ଡାଉନଲୋଡ କରନ୍ତୁ Version 2.1.3  • Windows • 20MB ଅନ୍ୟ ସିଷ୍ଟମ୍ ଗୁଡିକ ପାଇଁ

ବୈଶିଷ୍ଟ୍ୟସମୂହ

ସରଳ, କ୍ଷିପ୍ର ଓ ଶକ୍ତିଶାଳୀ ମିଡିଆ ପ୍ଲେୟାର|

ସବୁକିଛିକୁ ଚଳାଇପାରେ: ଫାଇଲ, ଡିସ୍କ, ୱେବ୍‌କ୍ୟାମ୍‌, ଯନ୍ତ୍ର ଏବଂ ଷ୍ଟ୍ରିମ୍‌|

ବିନା କୌଣସି କୋଡେକ୍ ପ୍ୟାକ୍ ସହାୟତାରେ ପ୍ରାୟ କୋଡେକ୍ କୁ ଚଳାଇପାରୁଅଛି|
MPEG-2, DivX, H.264, MKV, WebM, WMV, MP3...

ସମସ୍ତ ପ୍ଲାଟଫର୍ମ ଗୁଡିକରେ ଚାଲୁଅଛି: Windows, Linux, Mac OS X, Unix...

ପୁର୍ଣ୍ଣ ରୂପରେ ନିଃଶୁଳ୍କ, 0 ସ୍ପାଏୱାୟାର, 0 ବିଜ୍ଞାପନ ଓ କୌଣସି ଉପଯୋଗକର୍ତ୍ତା ଟ୍ରାକିଂ ନାହିଁ|

ମିଡିଆ ପ୍ରତିବଦଳ ଓ ଷ୍ଟ୍ରିମିଂ କରିପାରିବ|
ସମସ୍ତ ବୈଶିଷ୍ଟ୍ୟଗୁଡିକୁ ଆବିଷ୍କାର କରନ୍ତୁ

ସ୍କ୍ରିନସଟ୍ ଗୁଡିକ

VLC media player - Linux - Gnome
VLC media player - Windows 7 - Qt Interface
VLC media player - Windows 7 - Qt Interface
VLC media player - Windows 7 - Qt Interface
VLC media player - Windows Vista - Skins Interface
VLC media player - Windows Vista - Qt Interface
ସମସ୍ତ ସ୍କ୍ରିନସଟ୍ ଗୁଡିକ ଦେଖନ୍ତୁ

VLC ମିଡିଆ ପ୍ଲେୟାରର ଅଫିସିଆଲ୍ ଡାଉନଲୋଡଗୁଡିକ

Windows

ପାଇଁ VLC ପ୍ରାପ୍ତ କରନ୍ତୁ Windows

Mac OS X

ପାଇଁ VLC ପ୍ରାପ୍ତ କରନ୍ତୁ Mac OS X

ସ୍ରୋତ

ଆପଣ ମଧ୍ୟ ସିଧାସଳଖ ପାଇପାରିବେ ସ୍ରୋତ କୋଡ.

GNU/Linux

ପାଇଁ VLC ପ୍ରାପ୍ତ କରନ୍ତୁ Debian GNU/Linux
ପାଇଁ VLC ପ୍ରାପ୍ତ କରନ୍ତୁ Ubuntu
ପାଇଁ VLC ପ୍ରାପ୍ତ କରନ୍ତୁ Mint
ପାଇଁ VLC ପ୍ରାପ୍ତ କରନ୍ତୁ openSUSE
ପାଇଁ VLC ପ୍ରାପ୍ତ କରନ୍ତୁ Gentoo Linux
ପାଇଁ VLC ପ୍ରାପ୍ତ କରନ୍ତୁ Fedora
ପାଇଁ VLC ପ୍ରାପ୍ତ କରନ୍ତୁ Arch Linux
ପାଇଁ VLC ପ୍ରାପ୍ତ କରନ୍ତୁ Slackware Linux
ପାଇଁ VLC ପ୍ରାପ୍ତ କରନ୍ତୁ Mandriva Linux
ପାଇଁ VLC ପ୍ରାପ୍ତ କରନ୍ତୁ ALT Linux
ପାଇଁ VLC ପ୍ରାପ୍ତ କରନ୍ତୁ Red Hat Enterprise Linux

ଅନ୍ୟ ସିଷ୍ଟମ୍ ଗୁଡିକ ପାଇଁ

ପାଇଁ VLC ପ୍ରାପ୍ତ କରନ୍ତୁ FreeBSD
ପାଇଁ VLC ପ୍ରାପ୍ତ କରନ୍ତୁ NetBSD
ପାଇଁ VLC ପ୍ରାପ୍ତ କରନ୍ତୁ OpenBSD
ପାଇଁ VLC ପ୍ରାପ୍ତ କରନ୍ତୁ Solaris
ପାଇଁ VLC ପ୍ରାପ୍ତ କରନ୍ତୁ Android
ପାଇଁ VLC ପ୍ରାପ୍ତ କରନ୍ତୁ iOS
ପାଇଁ VLC ପ୍ରାପ୍ତ କରନ୍ତୁ QNX
ପାଇଁ VLC ପ୍ରାପ୍ତ କରନ୍ତୁ Syllable
ପାଇଁ VLC ପ୍ରାପ୍ତ କରନ୍ତୁ OS/2